അർത്ഥം : ଯୋଗ ବା ତପସ୍ୟାଦ୍ୱାରା ଯାହାକୁ କୌଣସି ସିଦ୍ଧି ବା ଅଲୌକିକ ଶକ୍ତି ପ୍ରାପ୍ତ ହୋଇଛି
							ഉദാഹരണം : 
							ଭାରତରେ ସିଦ୍ଧମାନଙ୍କର ଅଭାବ ନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
वह जिसे किसी योग या तपस्या के द्वारा कोई सिद्धि या अलौकिक शक्ति प्राप्त हुई हो।
भारत में सिद्धों की कमी नहीं है।അർത്ഥം : ଏକ ପ୍ରକାରର ଦେବତା
							ഉദാഹരണം : 
							ସେମାନେ ସିଦ୍ଧଙ୍କୁ ପୂଜା କରନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
A deity worshipped by the Hindus.
hindu deityഅർത്ഥം : ଯାହାଙ୍କର ଅଧ୍ୟାତ୍ମ ଜ୍ଞାନ ଅଛି
							ഉദാഹരണം : 
							ପଣ୍ଡିତ ସତ୍ୟନାରାୟଣ ଜଣେ ଅଧ୍ୟାତ୍ମଜ୍ଞାନୀ ବ୍ୟକ୍ତି
							
പര്യായപദങ്ങൾ : ଅଧ୍ୟାତ୍ମଜ୍ଞ, ଅଧ୍ୟାତ୍ମଜ୍ଞାନୀ, ବ୍ରହ୍ମଜ୍ଞାନୀ
മറ്റ് ഭാഷകളിലേക്കുള്ള വിവർത്തനം :
जिसे अध्यात्म का ज्ञान हो।
पंडित सत्यनारायण जी एक अध्यात्मज्ञ व्यक्ति हैं।അർത്ഥം : ଯାହାଙ୍କୁ ଅଲୌକିକ ସିଦ୍ଧି ମିଳିଛି
							ഉദാഹരണം : 
							ସେ ସାମର୍ଥ୍ୟବାନ ସିଦ୍ଧ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ଯୋଗର ବିଭୂତି ପାଇ ସାରିଛନ୍ତି
							ഉദാഹരണം : 
							ସିଦ୍ଧ ସଂମୁଖାନନ୍ଦଜୀ ପ୍ରବେଶ କରୁଛନ୍ତି
							
പര്യായപദങ്ങൾ : ଅଲୌକିକଶକ୍ତି ସମ୍ପନ୍ନ, ତ୍ରିକାଳଜ୍ଞ, ସଂସିଦ୍ଧ, ସାଧନୋତୀର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତର୍କ କିମ୍ବା ପ୍ରମାଣଦ୍ୱାରା ଠିକରୂପେ ବିବେଚିତ ହେବା
							ഉദാഹരണം : 
							ରାଜୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାପାଇଁ ବହୁତ ପରିଶ୍ରମ କଲା
							
പര്യായപദങ്ങൾ : ପ୍ରମାଣିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ପ୍ରଯତ୍ନ କରି କାର୍ଯ୍ୟ ବା ଉଦ୍ଦେଶ୍ୟ ସିଦ୍ଧ କରିନେଇଛି
							ഉദാഹരണം : 
							ମୋହନ ଏହି କାମରେ ସଫଳ ହୋଇଗଲା
							
പര്യായപദങ്ങൾ : ସଫଳ
മറ്റ് ഭാഷകളിലേക്കുള്ള വിവർത്തനം :
Having succeeded or being marked by a favorable outcome.
A successful architect.