അർത്ഥം : ଯିଏ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖେ ବା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରୁଥିବା ଲୋକ
							ഉദാഹരണം : 
							ଇନ୍ଦ୍ରିୟଦମନକାରୀ ବ୍ୟକ୍ତି ପ୍ରକୃତ ସୁଖର ଆନନ୍ଦ ନେଇଥାଏ
							
പര്യായപദങ്ങൾ : ଆତ୍ମନିୟନ୍ତ୍ରଣକାରୀ, ଇନ୍ଦ୍ରିୟଦମନକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
जो इंद्रिय को अपने बस में रखता हो या इंद्रिय का निग्रह करनेवाला।
इंद्रियनिग्रही व्यक्ति वास्तविक सुख का आनंद उठाता है।അർത്ഥം : କୌଣସି ଦୋଷରୁ ଦୂର ରହିବା ବ୍ୟକ୍ତି
							ഉദാഹരണം : 
							ସାଧୁସନ୍ଥମାନେ ସଂଯମୀ ହେବା ଆବଶ୍ୟକ
							
മറ്റ് ഭാഷകളിലേക്കുള്ള വിവർത്തനം :
Sparing in consumption of especially food and drink.
The pleasures of the table, never of much consequence to one naturally abstemious.അർത്ഥം : ଯେ ସଂଯମ ବା ପଥ୍ୟର ଆଶ୍ରୟରେ ରହିଥାଏ
							ഉദാഹരണം : 
							ସଂଯମୀ ବ୍ୟକ୍ତି କେବେ ରୋଗର ଶୀକାର ହୁଏନାହିଁ
							
പര്യായപദങ്ങൾ : ସଂଯମଶୀଳ
മറ്റ് ഭാഷകളിലേക്കുള്ള വിവർത്തനം :
In full control of your faculties.
The witness remained collected throughout the cross-examination.