അർത്ഥം : କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟପାଇଁ ନିର୍ମିତ କମ୍ପାନୀ ସମୂହ
							ഉദാഹരണം : 
							ସମବାୟ ସଂଘର ବୈଠକରେ  କମ୍ପାନୀଗୁଡ଼ିକ ସମସ୍ତ ସଦସ୍ୟ ଭାଗ ନେଲେ
							
പര്യായപദങ്ങൾ : ସମବାୟ ସଂଘ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରାଚୀନ ବୌଦ୍ଧ ଭିକ୍ଷୁମାନଙ୍କ ଧାର୍ମିକ ସମାଜ
							ഉദാഹരണം : 
							ନିର୍ବାଣ ପ୍ରାପ୍ତିପାଇଁ ଲୋକେ ସଂଘର ଶରଣ ଯାଆନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
प्राचीन बौद्ध भिक्षुओं आदि का धार्मिक समाज।
निर्वाण प्राप्ति के लिए लोग संघ की शरण में जाते हैं।അർത്ഥം : ଏଭଳି ରାଜ୍ୟର ସମୂହ ଯାହା ନିଜନିଜ କ୍ଷେତ୍ରରେ ସ୍ୱତନ୍ତ୍ର କିନ୍ତୁ କେତେକ ବିଶେଷ କାମପାଇଁ କୌଣସି କେନ୍ଦ୍ରୀୟ ଶାସନର ଅଧୀନରେ ଥାଏ
							ഉദാഹരണം : 
							ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସଂଘର ଶାସନ ଚଳେ
							
പര്യായപദങ്ങൾ : ୟୁନିୟନ
മറ്റ് ഭാഷകളിലേക്കുള്ള വിവർത്തനം :
A political unit formed from previously independent people or organizations.
The Soviet Union.അർത്ഥം : ପ୍ରାଚୀନ ବୌଦ୍ଧ ଭିକ୍ଷୁମାନଙ୍କ ଧାର୍ମିକ ନିବାସ ସ୍ଥାନ
							ഉദാഹരണം : 
							ଇଗତପୁରୀରେ ଏକ ପ୍ରସିଦ୍ଧ ସଂଘ ଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଧର୍ମର ଯେଉଁ ଲୋକମାନେ ଏକାଠି ରହନ୍ତି
							ഉദാഹരണം : 
							ଅଧିକଂଶ ଧାର୍ମିକ ସଂଘ ଧର୍ମ ପ୍ରଚାରରେ ଲାଗିଥାନ୍ତି
							
പര്യായപദങ്ങൾ : ଧାର୍ମିକ ସଂଘ
മറ്റ് ഭാഷകളിലേക്കുള്ള വിവർത്തനം :
किसी धर्म के लोग जो एक साथ रहते हैँ।
अधिकतर धार्मिक संघ धर्म प्रचार में लगे रहते हैं।The members of a religious community living together.
house