അർത്ഥം : ବସାଇବାର କ୍ରିୟା
							ഉദാഹരണം : 
							ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାର୍ଯ୍ୟରେ ସଂଲଗ୍ନ କରିବା
							ഉദാഹരണം : 
							ଗୋଟିଏ ଏକର ବିଲ ଫସଲ କାଟିବା ନିମନ୍ତେ କୃଷକ ପାଞ୍ଚଜଣ ଲୋକଙ୍କୁ ଲଗାଇଲା
							
മറ്റ് ഭാഷകളിലേക്കുള്ള വിവർത്തനം :
कार्य में संलग्न करना।
एक एकड़ खेत की फसल काटने के लिए किसान ने पाँच आदमियों को लगाया।അർത്ഥം : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
							ഉദാഹരണം : 
							ବାଜି ଲଗାନ୍ତୁ  ଘରକୁ ଫୋନ ଲଗାନ୍ତୁ
							
പര്യായപദങ്ങൾ : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମେହେନ୍ଦୀ,ହଳଦି,ପାନ ଆଦି ଭଳି ରଙ୍ଗହେବା
							ഉദാഹരണം : 
							ସେ ହାତରେ ମେହେନ୍ଦୀ ଲଗାଇଛି
							
പര്യായപദങ്ങൾ : ଚିତ୍ରିତ କରିବା, ରଞ୍ଜେଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
							ഉദാഹരണം : 
							ସେ ତାର ଦୋଷ ମୋ ଉପରେ ଲଦିଦେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିବେଶ କରିବା
							ഉദാഹരണം : 
							ସେ ତାର ଅନେକ ଟଙ୍କା ଶେୟାରରେ ଲଗାଇଛି
							
പര്യായപദങ്ങൾ : ଖଟାଇବା, ନିବେଶ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ନିୟତ ଜାଗରେ ପହଞ୍ଚିବା
							ഉദാഹരണം : 
							ଡ୍ରାଇଭର ଗାଡ଼ିକୁ  ବସ ଷ୍ଟାଣ୍ଡ୍ରେ ଲଗାଇଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ ଆଘାତ ବା ବ୍ୟଥା ଦେବା
							ഉദാഹരണം : 
							ସେ ମୋତେ କଲମ ମୁନରେ ଆଘାତ କଲା
							
പര്യായപദങ്ങൾ : ଆଘାତ କରିବା, ଖେଞ୍ଚିବା, ଫୋଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :