അർത്ഥം : କୌଣସି ବସ୍ତୁକୁ ଲକ୍ଷ୍ୟ କରି ତା ଉପରେ ଆଘାତ କରିବାର ପ୍ରକ୍ରିୟା
							ഉദാഹരണം : 
							ଶିକାରୀର ଲକ୍ଷ୍ୟ ଭ୍ରଷ୍ଟ ହେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି କୌଣସି କଥା କୁହାଯାଏ
							ഉദാഹരണം : 
							ସେ ମୋତେ ତାଙ୍କ ଲକ୍ଷ୍ୟରେ ରଖିଛନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଉପରେ ନିର୍ଦ୍ଦେଶ କରାଯାଇଛି
							ഉദാഹരണം : 
							ଆପଣଙ୍କ ଲକ୍ଷ୍ୟ କେଉଁଠି?
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାକୁ କୌଣସି ଉଦ୍ଦେଶ୍ୟରେ ଦୃଷ୍ଟି ରଖାଯାଏ ବା ଉଦ୍ଦିଷ୍ଟ ପଦାର୍ଥ ବା କଥା
							ഉദാഹരണം : 
							ଏ ବର୍ଷ ଧାନ ଉତ୍ପାଦନର ଲକ୍ଷ୍ୟ ଦଶ ଲକ୍ଷ ଟନ୍ ରଖାଯାଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :