അർത്ഥം : ବଳରାମଙ୍କ ପତ୍ନୀ
							ഉദാഹരണം : 
							ରେବତୀଙ୍କ ବର୍ଣ୍ଣନା ଭାଗବତରେ ଦେଖିବାକୁ ମିଳେ
							
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ
							ഉദാഹരണം : 
							କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ
							
പര്യായപദങ്ങൾ : କଙ୍କାଳିନୀ, କାଳରାତ୍ରୀ, କାଳିକା, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ଶ୍ୟାମା
മറ്റ് ഭാഷകളിലേക്കുള്ള വിവർത്തനം :
The ultimate manifestation of Shakti, and the mother of all living beings. A fierce form of Goddess Durga.
kaliഅർത്ഥം : ସପ୍ତବିଂଶତିତମ ନକ୍ଷତ୍ର
							ഉദാഹരണം : 
							ଚନ୍ଦ୍ରର ପଥରେ ପଡ଼ୁଥିବା ଶେଷ ନକ୍ଷତ୍ରର ନାଁ ରେବତୀ
							
പര്യായപദങ്ങൾ : ରେବତୀନକ୍ଷତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
सत्ताईसवाँ या अंतिम नक्षत्र।
रेवती चंद्रमा के पथ पर पड़नेवाला अन्तिम नक्षत्र है।അർത്ഥം : ଯେଉଁ ସମୟରେ ଚନ୍ଦ୍ର ରେବତୀ ନକ୍ଷତ୍ରରେ ଥାଏ
							ഉദാഹരണം : 
							ପଣ୍ଡିତେ ରେବତୀ ନକ୍ଷତ୍ରରେ ଏହି କାମ କରିବାକୁ କହିଛନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
वह समय जब चंद्रमा रेवती नक्षत्र में होता है।
पंडितजी ने रेवती नक्षत्र में यह काम करने को कहा है।