അർത്ഥം : ସ୍ତ୍ରୀମାନଙ୍କ ଜନନେନ୍ଦ୍ରିୟରୁ ପ୍ରତିମାସ ତିନିଚାରି ଦିନ ପର୍ଯ୍ୟନ୍ତ ବାହାରୁଥିବା ରକ୍ତ ଆଦି
							ഉദാഹരണം : 
							ରଜ ସ୍ରାବ ସମୟରେ ଅନେକ ସ୍ତ୍ରୀଙ୍କର କଷ୍ଟ ହୋଇଥାଏ
							
പര്യായപദങ്ങൾ : ଋତୁ, କୁସୁମ, ପୁଷ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
The monthly discharge of blood from the uterus of nonpregnant women from puberty to menopause.
The women were sickly and subject to excessive menstruation.അർത്ഥം : ମାଟି, ବାଲିଆଦିର ବହୁତ ସୂକ୍ଷ୍ମ ଚୂର୍ଣ୍ଣ ଯାହା ପ୍ରାୟତଃ ପୃଥିବୀର ଉପରି ଭାଗରେ ମିଳେ
							ഉദാഹരണം : 
							ଛୁଆମାନେ ଜଣେ ଅନ୍ୟର ଉପରକୁ ଧୂଳି ପକାଉଛନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
Fine powdery material such as dry earth or pollen that can be blown about in the air.
The furniture was covered with dust.