അർത്ഥം : କୌଣସି ବସ୍ତୁଆଦିର ଗୁଣ ବା ଜ୍ଞାନ କେବଳ ଆଖିରେ ବୁଝିହୁଏ
							ഉദാഹരണം : 
							ସେ ଗୋରା ବର୍ଣ୍ଣର ଆମ ଗାଁ ମନ୍ଦିରର ରଙ୍ଗ ଧଳା
							
പര്യായപദങ്ങൾ : ବର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତାସ ଖେଳର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅନ୍ୟ ତାସ ପତ୍ରଠାରୁ ଯେଉଁ ତାସ ପତ୍ରଟି ଅଧିକ ମହତ୍ୱପୂର୍ଣ୍ଣ
							ഉദാഹരണം : 
							ସେ ଖେଳ ଜିତିବା ପାଇଁ ରଙ୍ଗ ଖେଳିଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
							ഉദാഹരണം : 
							ଏହି ଶାଢ଼ୀ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଛି
							
പര്യായപദങ്ങൾ : ରଂଗ
മറ്റ് ഭാഷകളിലേക്കുള്ള വിവർത്തനം :
Any material used for its color.
She used a different color for the trim.അർത്ഥം : ଲାଲ ରଙ୍ଗର ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ପ୍ରସାଧନ ସାମଗ୍ରୀ ଓଠ,ଗାଲ ଆଦିରେ ଲଗାଯାଏ
							ഉദാഹരണം : 
							ମନୋରମା ତା ଓଠରେ ଲିପଷ୍ଟିକ୍ ଲଗାଉଛି
							
പര്യായപദങ്ങൾ : ଲିପଷ୍ଟିକ୍
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମାନବ ନିର୍ମିତ ରାସାୟନିକ ତରଳ ପଦାର୍ଥ ଯାହାଦ୍ୱାରା କୌଣସି ଜିନିଷକୁ ରଙ୍ଗ କରାଯାଏ
							ഉദാഹരണം : 
							ଚେୟାରର ରଙ୍ଗ ମଧ୍ୟ ଶୁଖି ନଥିଲା ଯେ ଛୁଆମାନେ ତା ଉପରେ ବସିଗଲେ
							
മറ്റ് ഭാഷകളിലേക്കുള്ള വിവർത്തനം :