അർത്ഥം : ସବୁ କାମ ଉତ୍ତମ ରୂପେ ଅମଳ କରୁଥିବା ବା ନିଜ କର୍ତ୍ତବ୍ୟର ଉଚିତ୍ ପାଳନ କରୁଥିବା ବ୍ୟକ୍ତି
							ഉദാഹരണം : 
							ରାଜା ଯୋଗ୍ୟ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟଭାର ଅର୍ପଣ କରି ନିଶ୍ଚିନ୍ତ ହେଲେ
							
പര്യായപദങ്ങൾ : ଅମଳୀ, କର୍ମଠ, କର୍ମନିରତ, କାର୍ଯ୍ୟଦକ୍ଷ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
Having authority or ascendancy or influence.
An important official.അർത്ഥം : ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
							ഉദാഹരണം : 
							ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁଭଳି ହେବା ଦରକାର ସେଭଳି
							ഉദാഹരണം : 
							ଆପଣ ଉଚିତ କଥା କହିବା ଆବଶ୍ୟକ  ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
							
പര്യായപദങ്ങൾ : ଉଚିତ, ଉପଯୁକ୍ତ, ଠିକ, ସମୁଚିତ
മറ്റ് ഭാഷകളിലേക്കുള്ള വിവർത്തനം :
Suitable for a particular person or place or condition etc.
A book not appropriate for children.