അർത്ഥം : ସଂସାରର ପ୍ରକୃତିରେ ଲୀନ ହୋଇ ଧ୍ୱଂସ ହେବା କ୍ରିୟା ଯାହା ଦୀର୍ଘ ଦିନ ପରେ ହୁଏ ଏବଂ ଯାହାପରେ ପୁଣି ନୂଆ ସୃଷ୍ଟି ହୁଏ
							ഉദാഹരണം : 
							ସବୁ ଧର୍ମରେ ଏହା ବିଚାରକରାଯାଏ ଯେ ପ୍ରଳୟ ଦିନ ଏହି ସୃଷ୍ଟି ଶେଷ ହୋଇଯିବ
							
പര്യായപദങ്ങൾ : ଅନ୍ତ, ପ୍ରଳୟ, ବିନାଶ, ମହାଧ୍ୱଂସ, ଯୁଗାନ୍ତକମହାପ୍ରଳୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯୁଗର ଶେଷ
							ഉദാഹരണം : 
							ଯୁଗାନ୍ତ ପରେ ନୂଆ ଯୁଗର ସୃଷ୍ଟି ହୋଇଥାଏ
							
പര്യായപദങ്ങൾ : ଯୁଗ ଶେଷ
മറ്റ് ഭാഷകളിലേക്കുള്ള വിവർത്തനം :