അർത്ഥം : ନାଟକରେ ମଙ୍ଗଳ ପାଠ କରୁଥିବା ଅଭିନେତା
							ഉദാഹരണം : 
							ନାଟକ ଆରମ୍ଭ ହେବାପାଇଁ ଏବେ ମାତ୍ର ଦଶ ମିନିଟ୍ ଅଛି କିନ୍ତୁ ମାଙ୍ଗଳିକ ଏପର୍ଯ୍ୟନ୍ତ ଆସିନାହାନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
नाटक में मंगल पाठ करनेवाला पात्र।
नाटक शुरू होने में अब दस मिनट ही हैं पर मांगलिक अभी तक नहीं आया है!।അർത്ഥം : ଯାହା ଶୁଭ ବା ଭଲ
							ഉദാഹരണം : 
							ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
							
മറ്റ് ഭാഷകളിലേക്കുള്ള വിവർത്തനം :
Auguring favorable circumstances and good luck.
An auspicious beginning for the campaign.