അർത്ഥം : ଦୁଇଟି ବିନ୍ଦୁ ମଝିରେ ଥିବା ସ୍ଥାନ ବା ସମୟ
							ഉദാഹരണം : 
							କାର୍ଯ୍ୟ ମଝିରେ ସେ ଘରକୁ ଚାଲିଗଲା
							
പര്യായപദങ്ങൾ : ଅନ୍ତରାଳ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଲମ୍ବା ବସ୍ତୁର ମଧ୍ୟ ଭାଗ
							ഉദാഹരണം : 
							କୃଷକ ଘଣା ମଝିରେ ବେଡ଼ି କାଠ ବାନ୍ଧିଦେଲା
							
പര്യായപദങ്ങൾ : ମଝିଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହାତମଝିର ଆଙ୍ଗୁଠି
							ഉദാഹരണം : 
							ମଝି ଆଙ୍ଗୁଠି ହାତର ସବୁଠାରୁ ଲମ୍ବା ଆଙ୍ଗୁଠି
							
പര്യായപദങ്ങൾ : କର୍ଣ୍ଣିକା, ମଧ୍ୟମା
മറ്റ് ഭാഷകളിലേക്കുള്ള വിവർത്തനം :
The second finger. Between the index finger and the ring finger.
middle fingerഅർത്ഥം : ମଧ୍ୟ ଭାଗ ବା ସ୍ଥାନ
							ഉദാഹരണം : 
							ଘରର ମଝିରେ ଅଗଣା ଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦୁଇଟି ଘଟଣା ଆଦିର ମଧ୍ୟବର୍ତ୍ତୀ ସମୟ
							ഉദാഹരണം : 
							ବହୁତ ଦିନ ପର୍ଯ୍ୟନ୍ତ ଆପଣ କାର୍ଯ୍ୟାଳୟ ଆସିନାହାନ୍ତି, ଏ ମଧ୍ୟରେ ଆପଣ କେଉଁଠି ଥିଲେ?
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
							ഉദാഹരണം : 
							ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
							
പര്യായപദങ്ങൾ : ଅନ୍ତବର୍ତ୍ତୀ, ମଧ୍ୟ, ମଧ୍ୟବର୍ତ୍ତୀ
മറ്റ് ഭാഷകളിലേക്കുള്ള വിവർത്തനം :
Being neither at the beginning nor at the end in a series.
Adolescence is an awkward in-between age.