അർത്ഥം : କାହା ସମ୍ମୁଖରେ କିଛି ବିଶେଷ ବିଷୟ ମୌଖିକ ରୂପେ ବର୍ଣ୍ଣନା କରିବା
							ഉദാഹരണം : 
							ଆଜି ଦଶଟା ବେଳେ ଶିକ୍ଷକଙ୍କର ଅଭିଭାଷଣ ଅଛି
							
പര്യായപദങ്ങൾ : ଅଭିଭାଷଣ, ବକ୍ତୃତା
മറ്റ് ഭാഷകളിലേക്കുള്ള വിവർത്തനം :
A speech that is open to the public.
He attended a lecture on telecommunications.അർത്ഥം : ସମ୍ବୋଧିତ କରିବାର କ୍ରିୟା
							ഉദാഹരണം : 
							ଆଜିକାଲିର ନେତାମାନଙ୍କର ଭାଷଣର ଶବ୍ଦ ଫମ୍ପା
							
പര്യായപദങ്ങൾ : ସମ୍ବୋଧନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବୟାନ ଦେବାର କ୍ରିୟା ବା ଭାବ
							ഉദാഹരണം : 
							ମନ୍ତ୍ରୀଙ୍କର ଭାଷଣରେ କେହି ସନ୍ତୁଷ୍ଟ ହେଲେନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବହୁତ ଲୋକଙ୍କ ସାମନାରେ କୌଣସି ବିଷୟର ସବିସ୍ତୃତ କଥନ
							ഉദാഹരണം : 
							ଗାନ୍ଧିଜୀଙ୍କ ଭାଷଣ ଶୁଣିବା ନିମନ୍ତେ ଦୂର ଦୂରାନ୍ତରରୁ ଲୋକ ଆସୁଥିଲେ
							
പര്യായപദങ്ങൾ : ବକ୍ତୃତା, ସ୍ପିଚ୍
മറ്റ് ഭാഷകളിലേക്കുള്ള വിവർത്തനം :
A speech that is open to the public.
He attended a lecture on telecommunications.