അർത്ഥം : ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ
							ഉദാഹരണം : 
							ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
							
മറ്റ് ഭാഷകളിലേക്കുള്ള വിവർത്തനം :
A preparation of the leaves and flowers of the hemp plant. Much used in India.
bhangഅർത്ഥം : କୌଣସି ବସ୍ତୁ ମୋଡ଼ିହେବା ବା ଲୋଚାହେବାପରେ ଯେଉଁ ଗଢ଼ଣ ହୁଏ
							ഉദാഹരണം : 
							ପୋଷାକର କୁଞ୍ଚନକୁ ଇସ୍ତ୍ରୀକରି ଦୂର କରାଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଛୋଟଗଛର ପତ୍ରକୁ ଲୋକେ ବାଟି ନିଶା ନିମନ୍ତେ ପିଅନ୍ତି
							ഉദാഹരണം : 
							ସେ ଲୁଚିଛପି ଭାଙ୍ଗ ଖେତ କରେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କନା, କାଗଜ ଆଦିରେ ପକାଯାଉଥିବା ଭାଙ୍ଗ
							ഉദാഹരണം : 
							ଜେଜେ ତାଙ୍କ ଧୋତିରେ କୁଞ୍ଚ ପକାଇ ପିନ୍ଧୁଛନ୍ତି
							
പര്യായപദങ്ങൾ : କୁଞ୍ଚ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶରୀରର ଚମଡ଼ା ଉପରେ ହେଉଥିବା ସଙ୍କୋଚନ
							ഉദാഹരണം : 
							ବୟସ ବଢିବା ସଙ୍ଗେ ସଙ୍ଗେ ଚେହେରା ଉପରେ  ଭାଙ୍ଗ ଆସିଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
							ഉദാഹരണം : 
							ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।