അർത്ഥം : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
							ഉദാഹരണം : 
							ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
							
പര്യായപദങ്ങൾ : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ଶୁଦ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
Free of extraneous elements of any kind.
Pure air and water.അർത്ഥം : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
							ഉദാഹരണം : 
							ଆଜିର ପାଗ ବହୁତ ବଢ଼ିଆ
							
പര്യായപദങ്ങൾ : ଭଲ, ମନୋରମ, ସୁନ୍ଦର
മറ്റ് ഭാഷകളിലേക്കുള്ള വിവർത്തനം :
Having great beauty and splendor.
A glorious spring morning.അർത്ഥം : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
							ഉദാഹരണം : 
							ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
							
പര്യായപദങ്ങൾ : ଭଲ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବହୁତ ବଢ଼ିଆ
							ഉദാഹരണം : 
							ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
							
പര്യായപദങ്ങൾ : ଅତିଉତ୍ତମ, ବହୁତ ଭଲ, ଭଲ
മറ്റ് ഭാഷകളിലേക്കുള്ള വിവർത്തനം :
Very good. Of the highest quality.
Made an excellent speech.അർത്ഥം : ଯାହା ଭଙ୍ଗା ବା ଖରାପ ନ ହୋଇ ଭଲ ଅବସ୍ଥାରେ ଥାଏ
							ഉദാഹരണം : 
							ମୁଁ ଏକ ପୁରୁଣା କିନ୍ତୁ ଭଲ କାର କିଣିବି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
							ഉദാഹരണം : 
							ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
Having desirable or positive qualities especially those suitable for a thing specified.
Good news from the hospital.അർത്ഥം : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
							ഉദാഹരണം : 
							ଆଜି ସଚିନ୍ ଭଲ ଖେଳିଲା
							
പര്യായപദങ്ങൾ : ଭଲ
മറ്റ് ഭാഷകളിലേക്കുള്ള വിവർത്തനം :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।