അർത്ഥം : ଯାହା କଲେ ଲାଭ ହୁଏନାହିଁ
							ഉദാഹരണം : 
							ବେକାର କାମ କରିବା  କେବଳ ମୂର୍ଖତା ହିଁ ହେବ
							
മറ്റ് ഭാഷകളിലേക്കുള്ള വിവർത്തനം :
Having no beneficial use or incapable of functioning usefully.
A kitchen full of useless gadgets.അർത്ഥം : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
							ഉദാഹരണം : 
							ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ  ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
							
പര്യായപദങ്ങൾ : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବ୍ୟର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.അർത്ഥം : ବିନା କାରଣରେ
							ഉദാഹരണം : 
							ଅକାରଣ ଚିନ୍ତାକଲେ କି ଲାଭ
							
മറ്റ് ഭാഷകളിലേക്കുള്ള വിവർത്തനം :
Having no justifying cause or reason.
A senseless, causeless murder.അർത്ഥം : ଯାହା ହାତରେ ଜୀବିକା ନିର୍ବାହ କରିବାପାଇଁ କୌଣସି କାମଧନ୍ଦା ନଥାଏ
							ഉദാഹരണം : 
							ଆଜିକାଲି ବହୁତ ଯୁବକ ବେକାର ଅଛନ୍ତି
							
പര്യായപദങ്ങൾ : ଜୀବିକାହୀନ, ବେରୋଜଗାର
മറ്റ് ഭാഷകളിലേക്കുള്ള വിവർത്തനം :
जिसके हाथ में जीविका-निर्वाह के लिए कोई काम-धंधा न हो।
आजकल बहुत सारे युवक बेरोज़गार हैं।Not having a job.
Idle carpenters.അർത്ഥം : ଯେ କିଛି କାମ କରେ ନାହିଁ
							ഉദാഹരണം : 
							କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
							
പര്യായപദങ്ങൾ : ଅକର୍ମା, କର୍ମହୀନ, ନିକମା
മറ്റ് ഭാഷകളിലേക്കുള്ള വിവർത്തനം :
व्यवसाय या उद्यम न करनेवाला।
निकम्मे व्यक्ति को सभी कोसते हैं।