അർത്ഥം : ବିକଶିତ ହେବାର ପ୍ରକ୍ରିୟା ବା ଭାବ
							ഉദാഹരണം : 
							ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ ଅଧିକ ହୁଏ
							
പര്യായപദങ്ങൾ : ବିକାଶ
മറ്റ് ഭാഷകളിലേക്കുള്ള വിവർത്തനം :
Gradual improvement or growth or development.
Advancement of knowledge.അർത്ഥം : ସମୃଦ୍ଧ ବା ସଂପନ୍ନ ହେବାର ଅବସ୍ଥା ବା ଭାବ
							ഉദാഹരണം : 
							ଯୁଗ ଯୁଗରୁ ହିଁ ବିଦେଶୀମାନେ ଭାରତର ସମୃଦ୍ଧିରୁ ଫାଇଦା ଉଠାଇଛନ୍ତି
							
പര്യായപദങ്ങൾ : ସମୃଦ୍ଧତା, ସମୃଦ୍ଧି, ସମ୍ପନ୍ନତା
മറ്റ് ഭാഷകളിലേക്കുള്ള വിവർത്തനം :
An economic state of growth with rising profits and full employment.
prosperityഅർത്ഥം : ବଢ଼ିବା ଓ ବଢ଼େଇବା କାର୍ଯ୍ୟ
							ഉദാഹരണം : 
							ଏହି ବର୍ଷ କମ୍ପାନୀର ବିକ୍ରିରେ ବିଶେଷ ବୃଦ୍ଧି ହୋଇଛି
							
പര്യായപദങ്ങൾ : ଅଭିବୃଦ୍ଧି, ବର୍ଦ୍ଧନ, ବିକାଶ
മറ്റ് ഭാഷകളിലേക്കുള്ള വിവർത്തനം :
बढ़ने या बढ़ाने की क्रिया।
इस साल कंपनी की बिक्री में बहुत अधिक वृद्धि हुई है।