അർത്ഥം : ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ
							ഉദാഹരണം : 
							ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
							
മറ്റ് ഭാഷകളിലേക്കുള്ള വിവർത്തനം :
A preparation of the leaves and flowers of the hemp plant. Much used in India.
bhangഅർത്ഥം : ଗୋଟିଏ ବର୍ଣ୍ଣବୃତ୍ତ
							ഉദാഹരണം : 
							ବିଜୟାରେ ଆଠଟି ବର୍ଣ୍ଣ ଥାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଶ୍ୱିନ ଶୁକ୍ଳ ଦଶମୀରେ ପାଳନ କରା ଯାଉଥିବା ଏକ ହିନ୍ଦୁ ପର୍ବ
							ഉദാഹരണം : 
							ପୂର୍ବ ଭାରତରେ ଦଶହରା ପର୍ବ ଧୁମ୍ଧାମରେ ପାଳନ କରାଯାଏ
							
പര്യായപദങ്ങൾ : ଦଶରା, ଦଶହରା, ବିଜୟା ଦଶମୀ
മറ്റ് ഭാഷകളിലേക്കുള്ള വിവർത്തനം :
A day or period of time set aside for feasting and celebration.
festivalഅർത്ഥം : ପାର୍ବତୀଙ୍କ ଜଣେ ସଖୀ
							ഉദാഹരണം : 
							ବିଜୟାଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଯମଙ୍କ ପତ୍ନୀ
							ഉദാഹരണം : 
							ଧୂମ୍ରୋରୂପାଙ୍କ ବର୍ଣ୍ଣନା ପୁରାଣରୁ ମିଳେ
							
പര്യായപദങ്ങൾ : ଧୂମ୍ରୋରୂପା
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଏକ ମାତ୍ରା ଛନ୍ଦ
							ഉദാഹരണം : 
							ବିଜୟାରେ ଦଶଟି ମାତ୍ରା ଥାଏ
							
മറ്റ് ഭാഷകളിലേക്കുള്ള വിവർത്തനം :