അർത്ഥം : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା
							ഉദാഹരണം : 
							ତାଙ୍କ ଭାଇ ଆମେରିକାରେ ରହନ୍ତି
							
പര്യായപദങ്ങൾ : ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରି ଘରେ ଦୀର୍ଘସମୟ ଧରି ରହିବା
							ഉദാഹരണം : 
							ସେ ଏଠାରେ କେତେମାସହେଲା ରହୁଛି
							
പര്യായപദങ്ങൾ : ଅବସ୍ଥାନକରିବା, ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : (ଜୀବନଯାପନ କରିବାପାଇଁ) ନିବାସ କରିବା
							ഉദാഹരണം : 
							ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
							
പര്യായപദങ്ങൾ : ବସବାସକରିବା, ରହିବା
മറ്റ് ഭാഷകളിലേക്കുള്ള വിവർത്തനം :