അർത്ഥം : ଜଣେ ଋଷି
							ഉദാഹരണം : 
							ପୁରାଣରେ ବାମଦେବ ଋଷିଙ୍କ ବର୍ଣ୍ଣନା ମିଳେ
							
പര്യായപദങ്ങൾ : ବାମଦେବ, ବାମଦେବ ଋଷି
മറ്റ് ഭാഷകളിലേക്കുള്ള വിവർത്തനം :
A mentor in spiritual and philosophical topics who is renowned for profound wisdom.
sageഅർത്ഥം : ଗୋଟିଏ ବର୍ଣ୍ଣବୃତ୍ତ
							ഉദാഹരണം : 
							ବାମର ପ୍ରତ୍ୟେକ ଚରଣରେ ସାତଟି ଜଗଣ ଏବଂ ଗୋଟିଏ ଯଗଣ ଥାଏ
							
പര്യായപദങ്ങൾ : ବାମବୃତ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କେହି ପୂର୍ବଦିଗକୁ ମୁହଁକରି ଛିଡ଼ାହେଲେ ଶରୀରର ଯେଉଁ ପାଖ ଉତ୍ତର ଆଡ଼କୁ ଥାଏ
							ഉദാഹരണം : 
							ଯୁଦ୍ଧରେ ରଘୁବୀର ନିଜର ବାମ ହାତ ହରାଇଲେ
							
പര്യായപദങ്ങൾ : ବାଁ
മറ്റ് ഭാഷകളിലേക്കുള്ള വിവർത്തനം :
Being or located on or directed toward the side of the body to the west when facing north.
My left hand.