അർത്ഥം : ଜମିବା ବା ଜମାଇବାର କ୍ରିୟା ବା ଭାବ
							ഉദാഹരണം : 
							ଦହି ଭଲ ଭାବେ ବସିଛି  କାନ୍ଥ ଉପରେ ଶିଉଳି ଜମା ହୋଇଛି
							
പര്യായപദങ്ങൾ : ଜମିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭେଟିବା ଉଦ୍ଦେଶ୍ୟରେ କାହା ଘରକୁ ଯିବାର କାମ
							ഉദാഹരണം : 
							ଲୋକଙ୍କ ଘରେ ବସିବାରେ ପୂରାଦିନ ବିତିଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
The act of going to see some person or place or thing for a short time.
He dropped by for a visit.അർത്ഥം : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
							ഉദാഹരണം : 
							ରଜତ ବସ୍ରେ ଚଢ଼ିଲା
							
പര്യായപദങ്ങൾ : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ଚଢ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।അർത്ഥം : ଏଭଳି ସ୍ଥିତି ଯେତେବେଳେ ନିତମ୍ବ ଗୋଡ଼ର ଆଶ୍ରୟ ଛାଡ଼ି ଅନ୍ୟ କୌଣସି ଆଧାର ଉପରେ ଥାଏ
							ഉദാഹരണം : 
							ଅତିଥି ବୈଠକଖାନାରେ ବସିଛନ୍ତି
							
പര്യായപദങ്ങൾ : ଆସନ ଗ୍ରହଣ କରିବା, ଆସୀନ ହେବା, ବିରାଜ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
शरीर का नीचेवाला आधा भाग किसी आधार पर टिकाकर या रखकर पट्ठों के बल स्थित होना।
मेहमान बैठकखाने में बैठे हैं।അർത്ഥം : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
							ഉദാഹരണം : 
							ଟାଇଲ ଏବେ ଚଟାଣ ଉପରେ ବସିଗଲା
							
പര്യായപദങ്ങൾ : ଜମିବା
മറ്റ് ഭാഷകളിലേക്കുള്ള വിവർത്തനം :
Settle into a position, usually on a surface or ground.
Dust settled on the roofs.അർത്ഥം : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
							ഉദാഹരണം : 
							ଛାତ ସିଢ଼ିରେ ଶିଉଳି ଜମିଛି
							
പര്യായപദങ്ങൾ : ଜମିବା
മറ്റ് ഭാഷകളിലേക്കുള്ള വിവർത്തനം :
Settle into a position, usually on a surface or ground.
Dust settled on the roofs.