അർത്ഥം : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା
							ഉദാഹരണം : 
							ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି  ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି
							
പര്യായപദങ്ങൾ : ଆୟୋଜନ କରିବା, ତିଆରି କରିବା, ପ୍ରସ୍ତୁତ ହେବା, ବ୍ୟବସ୍ଥା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* भविष्य में किसी भूमिका या कार्य के लिए (किसी को) तैयार करना।
व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।അർത്ഥം : କୌଣସି କାମ,ଘଟଣା ଆଦି ନିମନ୍ତେ ସ୍ଥାନ,ସମୟ ଆଦି ନିର୍ଦ୍ଧାରଣ କରିବା
							ഉദാഹരണം : 
							ମୁଁ ଆସନ୍ତା ମାସରେ ଘରକୁ ଯିବାର ବ୍ୟବସ୍ଥା କରୁଛି
							
പര്യായപദങ്ങൾ : ଆୟୋଜନ କରିବା, ବ୍ୟବସ୍ଥା କରିବା, ଯୋଜନା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* किसी काम, घटना आदि के लिए स्थान, समय आदि निर्धारित करना।
मैंने अगले महीने घर जाने का कार्यक्रम बनाया है।അർത്ഥം : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
							ഉദാഹരണം : 
							ବାଜି ଲଗାନ୍ତୁ  ଘରକୁ ଫୋନ ଲଗାନ୍ତୁ
							
പര്യായപദങ്ങൾ : ଆୟୋଜନ କରିବା, ପ୍ରବନ୍ଧ କରିବା, ବ୍ୟବସ୍ଥା କରିବା, ଲଗାଇବା
മറ്റ് ഭാഷകളിലേക്കുള്ള വിവർത്തനം :