അർത്ഥം : ତାପଦ୍ବାରା ତରଳ ପଦାର୍ଥକୁ ଫୁଟାଇବା କାମ ବା ଉତ୍ତାପରେ ତରଳ ପଦାର୍ଥ ଫୁଟିବାର ପ୍ରକ୍ରିୟା
							ഉദാഹരണം : 
							ପାଣି ଓ କ୍ଷୀର ଫୁଟିବା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ହୁଏ
							
പര്യായപദങ്ങൾ : ଗଳନ
മറ്റ് ഭാഷകളിലേക്കുള്ള വിവർത്തനം :
ताप देकर तरल पदार्थ को उबालने का काम या ताप पर द्रव के उबलने की क्रिया।
पानी और दूध का क्वथन एक अगल निश्चित ताप पर होता है।അർത്ഥം : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
							ഉദാഹരണം : 
							ଏହି ଢୋଲ ଫାଟିଗଲା
							
പര്യായപദങ്ങൾ : ଫାଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗଛରେ ଫୁଲ ହେବା
							ഉദാഹരണം : 
							କ୍ଷେତରେ ସୋରିଷ ଫୁଲ ଫୁଟିଲାଣି
							
പര്യായപദങ്ങൾ : ଫୁଲ ଧରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଢ଼ର ଫୁଲ ରୂପକୁ ବଦଳିବା
							ഉദാഹരണം : 
							ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
							
പര്യായപദങ്ങൾ : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ବିକଶିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।അർത്ഥം : ଭେଦକରି ବାହାରିବା
							ഉദാഹരണം : 
							ଏଠାରେ ପ୍ରାୟ ଜ୍ୱାଳାମୁଖୀର ଉଦ୍ଗୀରଣ ହୁଏ
							
പര്യായപദങ്ങൾ : ଉଦ୍ଗୀରଣ ହେବା
മറ്റ് ഭാഷകളിലേക്കുള്ള വിവർത്തനം :