അർത്ഥം : ଯାହାଙ୍କ ଆଗରେ ମୁଣ୍ଡ ନୁଆଇଁ ପ୍ରଣାମ କରିବା ଉଚିତ୍ ବା କର୍ତ୍ତବ୍ୟ
							ഉദാഹരണം : 
							ଭାରତୀୟ ସଂସ୍କୃତିକୁ ଧନ୍ୟ ଯେଉଁଠାରେ ମନ୍ଦିରର ପ୍ରତିଷ୍ଠାପରେ ପଥର ଖଣ୍ଡିଏ ବି ପ୍ରଣମ୍ୟ ହୋଇଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
जिसके आगे झुककर प्रणाम करना उचित हो।
धन्य है भारतीय संस्कृति जहाँ मंदिर में स्थापना के बाद एक पत्थर भी प्रणम्य हो जाता है।