അർത്ഥം : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
							ഉദാഹരണം : 
							ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
							ഉദാഹരണം : 
							ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି
							ഉദാഹരണം : 
							ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜାହାଜ ବା ନାଆର ଢାଞ୍ଚା
							ഉദാഹരണം : 
							ଜାହାଜର ପେଟର ଅଧିକାଂଶ ପାଣିରେ ରହେ
							
മറ്റ് ഭാഷകളിലേക്കുള്ള വിവർത്തനം :