അർത്ഥം : ଗୋଟିଏ ଲତା ଯାହାର ପତ୍ର ଉପରେ ଖଇର, ଚୂନ ଆଦି ଲଗାଇ ଏବଂ ତାକୁ ମୋଡ଼ିକରି ଖିଆଯାଏ"
							ഉദാഹരണം : 
							ଏହି ବର୍ଷ ପାନ ପତ୍ର ବଢୁନାହିଁ
							
പര്യായപദങ്ങൾ : ତାମ୍ବୁଳ, ନାଗବଲ୍ଲୀ
മറ്റ് ഭാഷകളിലേക്കുള്ള വിവർത്തനം :
एक लता जिसके पत्तों पर कत्था, चूना आदि लगाकर और उनका बीड़ा बनाकर खाया जाता है।
इस साल पान के पत्ते बढ़ नहीं रहे हैं।അർത്ഥം : ପିଇବା କାମ
							ഉദാഹരണം : 
							ମୋହନ ମଦ୍ୟପାନ ପରେ ସୋହନ ସହିତ ଝଗଡ଼ା କଲା
							
പര്യായപദങ്ങൾ : ପିଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଔଷଧର ଯେତିକି ମାତ୍ରା ଏକା ଥରକେ ଖିଆ ଯାଏ
							ഉദാഹരണം : 
							ଦୁଇ ପାନ ଔଷଧ ଖାଇଲପରେ ମଧ୍ୟ ଜ୍ୱର କମିଲା ନାହିଁ
							
പര്യായപദങ്ങൾ : ଡୋଜ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାରିପ୍ରକାରର ତାସପତାରୁ ଯେଉଁ ଗୋଟିକରେ ପାନପତ୍ର ଆକାରର ଏବଂ ଲାଲ ରଙ୍ଗର ଚିହ୍ନ ଥାଏ
							ഉദാഹരണം : 
							ଆହା! ମୋ ପାଖରେ ଲାଲପାନର ଗୋଲାମ ଥାଆନ୍ତା କି?
							
പര്യായപദങ്ങൾ : ଲାଲପାନ
മറ്റ് ഭാഷകളിലേക്കുള്ള വിവർത്തനം :
A playing card in the major suit that has one or more red hearts on it.
He led the queen of hearts.അർത്ഥം : ଯେଉଁ ପାନପତ୍ରରେ ଖଇର,ଚୁନ ଆଦି ଲଗାଇ ଖିଲ କରାଯାଏ
							ഉദാഹരണം : 
							ଖାଇସାରିବା ପରେ ପାନ ଖାଇଲେ ଖାଦ୍ୟ ଶୀଘ୍ର ହଜମ ହୁଏ