അർത്ഥം : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ
							ഉദാഹരണം : 
							ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ
							
പര്യായപദങ്ങൾ : ବୋର୍ଡ଼
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିର୍ବାଚିତ କିମ୍ବା ନିଯୁକ୍ତ ସଦସ୍ୟମାନଙ୍କର ସଭା
							ഉദാഹരണം : 
							ପରିଷଦରେ ସମସ୍ତ ନିର୍ବାଚିତ ସଦସ୍ୟ ଉପସ୍ଥିତ ନ ଥିଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
							ഉദാഹരണം : 
							ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
							
പര്യായപദങ്ങൾ : ପ୍ରତିଷ୍ଠାନ, ସଂଗଠନ, ସଂସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକଙ୍କ ସଭା ଯାହା ବିଚାର -ବିମର୍ଷପାଇଁ ହୋଇଥାଏ
							ഉദാഹരണം : 
							ପରିଷଦରେ ବିଭିର୍ନ୍ନ ଦାବି ଉପରେ ବିଚାର-ବିମର୍ଷ ହେଲା
							
പര്യായപദങ്ങൾ : କାଉନସିଲ
മറ്റ് ഭാഷകളിലേക്കുള്ള വിവർത്തനം :