അർത്ഥം : ସବୁଦିନପାଇଁ ତ୍ୟାଗ କରିବା
							ഉദാഹരണം : 
							ତାଙ୍କୁ ଘର-ପରିବାରକୁ ପରିତ୍ୟାଗ କରିବାରୁ କଣ ମିଳିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciationഅർത്ഥം : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
							ഉദാഹരണം : 
							ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
							
പര്യായപദങ്ങൾ : ଉତ୍ସର୍ଗ, ତ୍ୟାଗ, ପରିବର୍ଜନ
മറ്റ് ഭാഷകളിലേക്കുള്ള വിവർത്തനം :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciationഅർത്ഥം : କୌଣସି ବସ୍ତୁ କିମ୍ବା ପ୍ରାଣୀଙ୍କଠାରୁ ସଂବନ୍ଧ ଛିନ୍ନ କରିବାର କ୍ରିୟା ବା ଭାବ
							ഉദാഹരണം : 
							ସ୍ତ୍ରୀ ତଥା ପିଲାମାନଙ୍କୁ ପରିତ୍ୟାଗ କରିବାପରେ ସେ କେବେ ସୁଖୀ ହୋଇ ରହି ପାରିଲା ନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାରଣରୁ ସଭା,କାର୍ଯ୍ୟ ଆଦି ଛାଡ଼ି ଚାଲିଯିବାର ପ୍ରକ୍ରିୟା
							ഉദാഹരണം : 
							ବିରୋଧୀ ଦଳ ସଭ୍ୟମାନେ ଆଜି ସଂସଦ ସଭା ବର୍ଜନ କଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
The act of walking out (of a meeting or organization) as a sign of protest.
There was a walkout by the Black members as the chairman rose to speak.