അർത്ഥം : କାହାରିକୁ କୌଣସି ବିଶେଷ ଭଲ କାମ କରିଥିବାରୁ ପ୍ରମାଣ ଏବଂ ପୁରସ୍କାର ରୂପରେ ଅଥବା ସମ୍ମାନିତ କରିବା ନିମନ୍ତେ ଦିଆଯାଉଥିବା ଏକ ଛୋଟ ବସ୍ତୁ
							ഉദാഹരണം : 
							ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ତାକୁ ସୁନାର ପଦକ ମିଳିଲା
							
പര്യായപദങ്ങൾ : ମେଡ଼ାଲ୍
മറ്റ് ഭാഷകളിലേക്കുള്ള വിവർത്തനം :
An award for winning a championship or commemorating some other event.
decoration, laurel wreath, medal, medallion, palm, ribbonഅർത്ഥം : ଛୋଟ ଆକାରର ମୂର୍ତ୍ତି
							ഉദാഹരണം : 
							ସେ ନିଜ ଗଳାରେ ଏକ ହନୁମାନ ପଦକ ପିନ୍ଧିଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପିଲାମାନେ ପିନ୍ଧୁଥିବା ଏକ ପ୍ରକାର ଆଭୂଷଣ
							ഉദാഹരണം : 
							ପିଲାମାନଙ୍କ କଣ୍ଠରେ ପଦକ ପିନ୍ଧାଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklaceഅർത്ഥം : ବେକରେ ପିନ୍ଧାଯାଉଥିବା ଯେଉଁ ଗହଣାରେ କୌଣସି ଦେବତାଙ୍କ ଚରଣ ଅଙ୍କନ ହୋଇଥାଏ
							ഉദാഹരണം : 
							ଏହି ପଦକରେ ପ୍ରଭୁ ଗଣେଶଙ୍କ ଚରଣ ଅଙ୍କିତ ହୋଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :
गले में पहनने का वह गहना जिसपर किसी देवता के चरण अंकित हों।
इस पदिक पर भगवान गणेश के चरण अंकित हैं।അർത്ഥം : ଦେବତାଙ୍କ ପଦରୁ ତିଆରି ହୋଇଥିବା ଚିହ୍ନ ଯାହାର ପୂଜା କରା ଯାଇଥାଏ
							ഉദാഹരണം : 
							ଏହି ପୂଜାଘରେ ଅଧିକାଂଶ ଦେବତାଙ୍କ ପଦକ ତିଆରି ହୋଇଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
देवी-देवताओं के पैरों के बनाये हुए वे चिह्न जिनकी पूजा की जाती है।
इस पूजाघर में अधिकांश देवताओं के पदक बने हुए हैं।