അർത്ഥം : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
							ഉദാഹരണം : 
							ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
Any celestial body visible (as a point of light) from the Earth at night.
starഅർത്ഥം : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
							ഉദാഹരണം : 
							ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
							
മറ്റ് ഭാഷകളിലേക്കുള്ള വിവർത്തനം :
A configuration of stars as seen from the earth.
constellationഅർത്ഥം : ଯେଉଁ ସମୟରେ ଚନ୍ଦ୍ରମା ନିଜ ମାର୍ଗରେ ପଡ଼ୁଥିବା ସତେଇଶ ସ୍ଥିର ତାରା ସମୁଦାୟ ମଧ୍ୟରେ ବିତାନ୍ତି
							ഉദാഹരണം : 
							ତାର ଜନ୍ମ ସ୍ୱାତୀ ନକ୍ଷତ୍ରରେ ହୋଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :