അർത്ഥം : ଧୋକା ଦେବା ବ୍ୟକ୍ତି
							ഉദാഹരണം : 
							ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
							
പര്യായപദങ്ങൾ : କପଟୀ, ଚାଲବାଜ, ଧୋକାବାଜ, ପ୍ରତାରକ
മറ്റ് ഭാഷകളിലേക്കുള്ള വിവർത്തനം :
धोखा देनेवाला व्यक्ति।
आधुनिक युग में धोखेबाजों की कमी नहीं है।അർത്ഥം : ଠକୁଥିବା ବ୍ୟକ୍ତି
							ഉദാഹരണം : 
							ପୋଲିସ ଦଗାବାଜଙ୍କ ଅନ୍ୱେଷଣରେ ଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦଗାବାଜୀ କରୁଥିବା ବ୍ୟକ୍ତି
							ഉദാഹരണം : 
							ପୋଲିସ ଦଗାବାଜ ରମେଶକୁ ଧରି ନେଇଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା
							ഉദാഹരണം : 
							ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍
							
പര്യായപദങ്ങൾ : କପଟିଆ, ଚାଲବାଜିଆ, ଦଗାବାଜ, ଧୋକାବାଜ, ଶଠ
മറ്റ് ഭാഷകളിലേക്കുള്ള വിവർത്തനം :
धोखा देने के लिए किसी प्रकार की झूठी कार्रवाई करने वाला।
धोखेबाज व्यक्तियों से हमेशा सतर्क रहना चाहिए।Intended to deceive.
Deceitful advertising.