അർത്ഥം : କଳା କନାର ଝାଲର ଯାହା ଲୁଗାରେ ଲଗାଯାଇଥାଏ
							ഉദാഹരണം : 
							ଓଢ଼ଣୀର ଧାର ବହୁତ ଭଲ ଲାଗୁଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହତିଆରର ଧାରୁଆ ଧାର
							ഉദാഹരണം : 
							ଛୁରୀର ଧାର ଖରାପ ହୋଇଯାଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମଧ୍ୟ ପ୍ରଦେଶର ଏକ ଜିଲ୍ଲା
							ഉദാഹരണം : 
							ଧାର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧାରରେ ଅବସ୍ଥିତ
							
പര്യായപദങ്ങൾ : ଧାର ଜିଲ୍ଲା
മറ്റ് ഭാഷകളിലേക്കുള്ള വിവർത്തനം :
A region marked off for administrative or other purposes.
district, dominion, territorial dominion, territoryഅർത്ഥം : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
							ഉദാഹരണം : 
							ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
Money or goods or services owed by one person to another.
debtഅർത്ഥം : ପଗଡ଼ିର ଧାର ଯେଉଁଥିରେ କମକୁଟ କରାଯାଇଥାଏ
							ഉദാഹരണം : 
							ନବଯୁବକମାନଙ୍କ ପଗଡ଼ିର ଧାର ବହୁତ ସୁନ୍ଦର ଦିଶୁଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
पगड़ी का छोर जिसमें कलाबत्तू का काम रहता है।
नौजवानों की पगड़ी का चिल्ला बहुत सुन्दर लग रहा है।അർത്ഥം : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
							ഉദാഹരണം : 
							କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
							
പര്യായപദങ്ങൾ : ଅବଧି, ଗଣ୍ଡି, ଚୌହଦି, ପରିସୀମା, ସୀମା
മറ്റ് ഭാഷകളിലേക്കുള്ള വിവർത്തനം :
The point or degree to which something extends.
The extent of the damage.