അർത്ഥം : ଧାରଣ କରିବା କ୍ରିୟା ବା ରଖିବା, ସଂଭାଳିବା, ଅକ୍ତିଆର କରିବା ବା ଗ୍ରହଣ କରିବା କ୍ରିୟା
							ഉദാഹരണം : 
							
							
പര്യായപദങ്ങൾ : ଧରଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧରିବାର ପ୍ରକ୍ରିୟା
							ഉദാഹരണം : 
							ମାଛ ଧରିବା ଲୋକଙ୍କଠାରୁ ଜରିମାନା ନିଆଯିବ
							
അർത്ഥം : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
							ഉദാഹരണം : 
							ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି  ଆମେ ସେଠାକୁ ଯିବାପାଇଁ  ଗୋଟିଏ ରିକ୍ସା ନେଲୁ
							
പര്യായപദങ്ങൾ : ନେବା
മറ്റ് ഭാഷകളിലേക്കുള്ള വിവർത്തനം :
Travel or go by means of a certain kind of transportation, or a certain route.
He takes the bus to work.അർത്ഥം : କୌଣସି ବସ୍ତୁ ଭିତରକୁ ଯାଇ ତାକୁ ଭରିବା
							ഉദാഹരണം : 
							ଏହି ଡବାରେ ସାତ କିଲୋ ଅଟା ଧରେ
							
പര്യായപദങ്ങൾ : ଜାଗାହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କଥା ଆଦିକୁ ଜାଣିବା
							ഉദാഹരണം : 
							ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
							
പര്യായപദങ്ങൾ : ବୁଝେଇବା
മറ്റ് ഭാഷകളിലേക്കുള്ള വിവർത്തനം :
Get the meaning of something.
Do you comprehend the meaning of this letter?.അർത്ഥം : କିଛି କଲାବେଳେ କୌଣସି ବିଶେଷ କଥା ଉପରେ ଅଟକିଯିବା
							ഉദാഹരണം : 
							ନିରୀକ୍ଷକ କପି କରୁଥିବା ପରୀକ୍ଷାର୍ଥୀମାନଙ୍କୁ ଧରିଲେ  ସେ ମୋର ଚୋରୀ ଧରିଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
कुछ करते हुए को कोई विशेष बात आने पर रोकना।
निरीक्षक ने नक़ल करते हुए परीक्षार्थी को पकड़ा।അർത്ഥം : ଗୋଟିଏ ସ୍ଥାନକୁ ଯିବା ପାଇଁ କୌଣସି ଯାନବାହନରେ ଚଢ଼ିବା
							ഉദാഹരണം : 
							ଡେରି ହେବା ଯୋଗୁଁ ଆମେ ଦଶଟା ବେଳର ବସ୍ ଧରିପାରିଲୁ ନାହିଁ