അർത്ഥം : ହାତୀ ଉପରୁ ଚଳା ଯାଉଥିବା ଗୋଟିଏ ପ୍ରକାରର ବଡ଼ ତୋପ
							ഉദാഹരണം : 
							ପ୍ରାଚୀନ କାଳରେ ଯୁଦ୍ଧରେ ଧମାକାର  ବ୍ୟବହାର ହେଉଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
हाथी पर से चलायी जानेवाली एक प्रकार की बड़ी तोप।
प्राचीन समय में युद्ध में धमाके का प्रयोग होता था।അർത്ഥം : ଗୋଳାବାରୁଦ ଆଦି ଫୁଟି ହେଉଥିବା ଶବ୍ଦ
							ഉദാഹരണം : 
							ଜୋରରେ ବିସ୍ଫୋଟନ ହେଲା ଏବଂ ଦେଖୁ ଦେଖୁ ଏକ ବିରାଟ ଅଟ୍ଟାଳିକା ମାଟିରେ ମିଶିଗଲାବମ୍ ବିସ୍ଫୋଟନ ଶୁଣି ଭିଡ଼ ଛିନ୍ନ-ଛତ୍ର ହୋଇଗଲା
							
പര്യായപദങ്ങൾ : ବିସ୍ଫୋଟନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖୁବ ଜୋରରେ ଫୁଟିବାର ଶବ୍ଦ
							ഉദാഹരണം : 
							ବୋମା ଫୁଟିବା ମାତ୍ରେ ଧମାକା ହେଲା
							
പര്യായപദങ്ങൾ : ପ୍ରଚଣ୍ଡଶବ୍ଦ ହେବା
മറ്റ് ഭാഷകളിലേക്കുള്ള വിവർത്തനം :