അർത്ഥം : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
							ഉദാഹരണം : 
							ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
							ഉദാഹരണം : 
							ତାକୁ କାର ଧକ୍କା ହେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦୁଇଟି ବସ୍ତୁ ବେଗପୂର୍ବକ ପରସ୍ପର ଆଘାତ ହେବାର ପ୍ରକ୍ରିୟା
							ഉദാഹരണം : 
							ବସ୍ ଏବଂ ଟ୍ରକର ଧକ୍କାରେ ଦଶ ଜଣ ଲୋକ ଆହତ ହେଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
An accident resulting from violent impact of a moving object.
Three passengers were killed in the collision.അർത്ഥം : ଆଘାତର ଲାକ୍ଷଣିକ ପ୍ରୟୋଗ
							ഉദാഹരണം : 
							ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
A figurative injury (to your feelings or pride).
He feared that mentioning it might reopen the wound.അർത്ഥം : ମନକୁ ଲାଗିଥିବା ଆଘାତ
							ഉദാഹരണം : 
							ତାର କଥା ମୋତେ ଆଘାତ ଦେଲା
							
പര്യായപദങ്ങൾ : ଆଘାତ, ମାନସିକ ଆଘାତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗାଡ଼ି ଆଦି ଚାଲୁଥିବା ଜିନିଷଗୁଡ଼ିକର ଦୋହଲିବା ବା ହଲିବାଦ୍ୱାରା ଲାଗୁଥିବା ଧକ୍କା
							ഉദാഹരണം : 
							ଗାଡ଼ି ଧକ୍କାରେ ସେ ସିଟରୁ  ତଳକୁ ପଡ଼ିଗଲେ
							
മറ്റ് ഭാഷകളിലേക്കുള്ള വിവർത്തനം :