അർത്ഥം : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ପ୍ରଥମ ବର୍ଣ୍ଣର ମନୁଷ୍ୟ
							ഉദാഹരണം : 
							ପଣ୍ଡିତ ଶ୍ୟାମନାରାୟଣ ଜଣେ ଶ୍ରେଷ୍ଠ ବ୍ରାହ୍ମଣ  ଆଜିର ବ୍ରାହ୍ମଣମାନେ ନିଜ କାମରେ ଲକ୍ଷ୍ୟହୀନ  ବ୍ରାହ୍ମଣମାନଙ୍କ ଉତ୍ପତ୍ତି ଅଗ୍ନିରୁ ହୋଇଛି ବୋଲି ବିଚାର କରାଯାଏ
							
പര്യായപദങ്ങൾ : ବିପ୍ର, ବ୍ରାହ୍ମଣ
മറ്റ് ഭാഷകളിലേക്കുള്ള വിവർത്തനം :
हिंदुओं के चार वर्णों में से पहले वर्ण का मनुष्य।
पंडित श्याम नारायण एक श्रेष्ठ ब्राह्मण हैं।അർത്ഥം : ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ଯେଉଁମାନେ ଯଜ୍ଞୋପବୀତ ସଂସ୍କାର ସମୟରେ ପୁନର୍ବାର ଜନ୍ମ ନିଅନ୍ତି ବୋଲି ବିଚାର କରାଯାଏ
							ഉദാഹരണം : 
							ଦ୍ୱିଜଙ୍କର ସ୍ୱକର୍ମ ପାଳନ କରିବା ଆବଶ୍ୟକ
							
മറ്റ് ഭാഷകളിലേക്കുള്ള വിവർത്തനം :