അർത്ഥം : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
							ഉദാഹരണം : 
							ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
							
പര്യായപദങ്ങൾ : ଭାଙ୍ଗିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୂତା ଭଳି ଦୁର୍ବଳ ଓ ପତଳା
							ഉദാഹരണം : 
							ନହନହକା ଶ୍ରମିକଜଣକ ବୋଝ ନେଇ ଚାଲି ପାରୁ ନଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ ଦୃଢ଼ ନୁହେଁ
							ഉദാഹരണം : 
							କମଜୋର ବସ୍ତୁ ସହଜରେ ଭାଙ୍ଗିଯାଏ
							
പര്യായപദങ്ങൾ : କମଜୋର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କ୍ଷୀଣକାୟ ଶରୀର
							ഉദാഹരണം : 
							ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅତି ପତଳା(ଶରୀର)
							ഉദാഹരണം : 
							ସୂରଜ ଦୁର୍ବଳମୁହାଁ ସୁନ୍ଦର ଯୁବକ
							
മറ്റ് ഭാഷകളിലേക്കുള്ള വിവർത്തനം :