അർത്ഥം : ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
							ഉദാഹരണം : 
							ଏହି ମନ୍ଦିରକୁ ଯିବାର ରାସ୍ତା ତେଢ଼ା
							
പര്യായപദങ്ങൾ : କୁଞ୍ଚିତ, ତେଢ଼ା ମେଢ଼ା, ବଙ୍କା
മറ്റ് ഭാഷകളിലേക്കുള്ള വിവർത്തനം :
जो बीच में इधर-उधर झुका या घूमा हो।
इस मन्दिर पर जाने का रास्ता घुमावदार है।അർത്ഥം : ଯିଏ ସମାନାନ୍ତର ବା ସିଧା ନୁହେଁ
							ഉദാഹരണം : 
							ଶୀଘ୍ର ସହର ପହଞ୍ଚିବାପାଇଁ ଆମକୁ ବଙ୍କା ରାସ୍ତାଦେଇ ଯିବାକୁ ପଡ଼ିବ  ସେ ନିଜର ଉତ୍ତରପୁସ୍ତିକା ଉପରେ ବଙ୍କା ରେଖା ଟାଣୁଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
							ഉദാഹരണം : 
							ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
							
പര്യായപദങ്ങൾ : କଠିନ, କୂଟ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ
മറ്റ് ഭാഷകളിലേക്കുള്ള വിവർത്തനം :
Difficult to analyze or understand.
A complicated problem.