അർത്ഥം : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
							ഉദാഹരണം : 
							ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
							
പര്യായപദങ്ങൾ : ଅପେକ୍ଷା, ପ୍ରତିକୂଳତା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା
മറ്റ് ഭാഷകളിലേക്കുള്ള വിവർത്തനം :
Relation based on similarities and differences.
comparison