അർത്ഥം : (ଜ୍ୟୋତିର୍ବିଜ୍ଞାନ) ଉତ୍ତପ୍ତ ଗ୍ୟାସଗୁଡ଼ିକଦ୍ୱାରା ଗଠିତ ଯେଉଁ ଜ୍ୟୋତିର୍ମୟ ପିଣ୍ଡ ମଧ୍ୟବର୍ତ୍ତୀ ତାପନାଭିକୀୟ ପ୍ରତିକ୍ରିୟାର ଫଳସ୍ୱରୂପ ଶକ୍ତି ଜାତହୁଏ
							ഉദാഹരണം : 
							ସୂର୍ଯ୍ୟ ଗୋଟିଏ ତାରକା
							
പര്യായപദങ്ങൾ : ତାରା
മറ്റ് ഭാഷകളിലേക്കുള്ള വിവർത്തനം :
(astronomy) a celestial body of hot gases that radiates energy derived from thermonuclear reactions in the interior.
starഅർത്ഥം : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
							ഉദാഹരണം : 
							ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
Any celestial body visible (as a point of light) from the Earth at night.
starഅർത്ഥം : ତାରା(*) ଭଳି ଚିହ୍ନ
							ഉദാഹരണം : 
							ଭୁଲ ଶବ୍ଦ ପୂର୍ବରୁ ତାରକା ଚିହ୍ନ ଲଗାଇ ଦିଅନ୍ତୁ
							
പര്യായപദങ്ങൾ : ତାରକା ଚିହ୍ନ
മറ്റ് ഭാഷകളിലേക്കുള്ള വിവർത്തനം :
सितारे (*) की तरह का चिह्न।
गलत शब्दों के आगे सितारा लगा दें।അർത്ഥം : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
							ഉദാഹരണം : 
							ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
							
മറ്റ് ഭാഷകളിലേക്കുള്ള വിവർത്തനം :
A configuration of stars as seen from the earth.
constellationഅർത്ഥം : ଯେଉଁ ସମତଳ ଆକୃତିରେ ପାଞ୍ଚ ବା ତାଠାରୁ ଅଧିକ କୋଣ ରହିଛି
							ഉദാഹരണം : 
							ତାରକାକୁ ବିଶେଷକରି ପ୍ରତୀକରୂପେ ବ୍ୟବହୃତ ହୋଇଥାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
A plane figure with 5 or more points. Often used as an emblem.
star