അർത്ഥം : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
							ഉദാഹരണം : 
							ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
							
പര്യായപദങ്ങൾ : କୁଦିବା, ଡିଆଁମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଡେଇଁବାର ପ୍ରକ୍ରିୟା
							ഉദാഹരണം : 
							ଆଜି ମୋ ଡାହାଣ ଆଖି ଡେଇଁବା ଯୋଗୁଁ ମୋତେ ଭାରି ଖରାପ ଲାଗୁଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଡେଇଁବାର ପ୍ରକ୍ରିୟା ବା ଭାବ
							ഉദാഹരണം : 
							ଡେଇଁଲେ ହାତ ଗୋଡ଼ରେ ଆଘାତ ଲାଗିପାରେ
							
പര്യായപദങ്ങൾ : ଡିଆଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜୋରରେ ଉପରକୁ ଉଠିବା
							ഉദാഹരണം : 
							ଗାଡ଼ିଆରେ ମାଛଗୁଡ଼ିକ ଡେଉଁଛନ୍ତି ସେ ଡେଇଁପଡ଼ି ଓ ଗଛର ଡାଳ ଧରି ଝୁଲି ପଡ଼ିଲା
							
പര്യായപദങ്ങൾ : ଡିଆଁ ମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							ഉദാഹരണം : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
പര്യായപദങ്ങൾ : କୁଦା ମାରିବା, କୁଦିବା, ଲମ୍ଫ ଦେବା
അർത്ഥം : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
							ഉദാഹരണം : 
							ଛୁଆମାନେ ବାଲି ଉପରେ ଡେଉଁଛନ୍ତି
							
പര്യായപദങ്ങൾ : କୁଦିବା, ଲମ୍ଫପ୍ରଦାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :