അർത്ഥം : ଡାକ ବ୍ୟବସ୍ଥାଦ୍ୱାରା ନେବାଆଣିବା କରାଯାଉଥିବା ଚିଠି ଆଦି
							ഉദാഹരണം : 
							ଡାକବାଲା ପ୍ରତିଦିନ ଚାରିଟାବେଳକୁ ଡାକ ଆଣେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଲାମ ସମୟରେ ବଡ଼ ପାଟିରେ ଜିନିଷର ଦାମ୍ ଡାକିବା କ୍ରିୟା
							ഉദാഹരണം : 
							ମୁଁ ଏହି ଜିନିଷ ପାଇଁ ଶହେ ଟଙ୍କା ପର୍ଯ୍ୟନ୍ତ ଡାକ ଲଗାଇ ପାରିବି
							
പര്യായപദങ്ങൾ : ଡାକରା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାତ୍ରାର ଏଭଳି ବ୍ୟବସ୍ଥା ଯେଉଁଥିରେ ପ୍ରତ୍ୟେକ ରହଣି ପରେ ପଶୁ ବା ଯାନକୁ ବଦଳା ଯାଇଥାଏ
							ഉദാഹരണം : 
							ଦୂରଦୂରାନ୍ତରକୁ ଯାତ୍ରା କରିବାନିମନ୍ତେ ଆଗକାଳରେ ଡାକ ବ୍ୟବସ୍ଥା ଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
सवारी का ऐसा प्रबंध जिसमें हर पड़ाव पर बराबर जानवर या यान आदि बदले जाते हों।
सुदूर क्षेत्रों में यात्रा करने के लिए पहले डाक की व्यवस्था थी।അർത്ഥം : ରାଷ୍ଟ୍ର ତରଫରୁ ଚିଠିପତ୍ର, ପାର୍ସଲ ଆଦିର ଦିଆନିଆ ବ୍ୟବସ୍ଥା
							ഉദാഹരണം : 
							ମୁଁ ମୋର ଚିଠି ଡାକରେ ପଠେଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :
The system whereby messages are transmitted via the post office.
The mail handles billions of items every day.അർത്ഥം : କାହାରିକୁ ଡାକିବାପାଇଁ ଯୋର୍ରେ କରାଯାଉଥିବା ଶବ୍ଦ
							ഉദാഹരണം : 
							ମାଲିକର ଡାକ ଶୁଣି ଚାକର ଦୌଡ଼ି ଦୌଡ଼ି ଆସିଲା
							
മറ്റ് ഭാഷകളിലേക്കുള്ള വിവർത്തനം :