അർത്ഥം : ମୁଣ୍ଡରେ ଗୁଡ଼େଇହୋଇ ବନ୍ଧା ହୋଇଥିବା ଲମ୍ବା ଲୁଗା
							ഉദാഹരണം : 
							ସେ ଖରାରେ କାମ କରିବା ସମୟରେ ମୁଣ୍ଡରେ ଠେକା ଭିଡ଼େ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କେବଳ ତାଳଦେଇ ତବଲା ବା ଢୋଲ ବଜାଇବା ପ୍ରକ୍ରିୟା
							ഉദാഹരണം : 
							ତବଲାବାଦକ ରହିରହି ଠେକା ଦେଉଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
तबला या ढोल बजाने की क्रिया का वह प्रकार जिसमें केवल ताल दिया जाता है।
तबलची रह-रह कर ठेका दे रहा था।