അർത്ഥം : ଧାତୁ, କାଠ, କନା, କାଗଜ ଆଦିରୁ କଟାଯାଇ ବାହାରୁଥିବା ପତଳା, ଛୋଟ ଖଣ୍ଡ
							ഉദാഹരണം : 
							ଦର୍ଜି କନାର ଛୋଟ ଖଣ୍ଡ ଏକାଠି କରୁଛି
							
പര്യായപദങ്ങൾ : ଛୋଟଖଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁର ଦୃଢ଼ ଖଣ୍ଡ
							ഉദാഹരണം : 
							ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରିଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି
							
മറ്റ് ഭാഷകളിലേക്കുള്ള വിവർത്തനം :
A solid piece of something (usually having flat rectangular sides).
The pyramids were built with large stone blocks.