അർത്ഥം : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା
							ഉദാഹരണം : 
							ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି
							
പര്യായപദങ്ങൾ : ଦୋଳନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଝୁଲଣରେ ବସି ଝୁଲିବା
							ഉദാഹരണം : 
							ସେ ଘଣ୍ଟେ ହେଲା ଝୁଲୁଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉପରିଭାଗ ସଂଯୁକ୍ତ ହେଲେ ବି କୋଣସି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହିବା
							ഉദാഹരണം : 
							କାନ୍ଥରୁ ରସିଟିଏ ଝୁଲୁଛି
							
പര്യായപദങ്ങൾ : ଲଟକିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
							ഉദാഹരണം : 
							ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
							
പര്യായപദങ്ങൾ : ହଲିବା
മറ്റ് ഭാഷകളിലേക്കുള്ള വിവർത്തനം :