അർത്ഥം : ଅନୁଭବ ବା ସମ୍ବେଦନା ଆଦିରେ ଜ୍ଞାନ ପ୍ରାପ୍ତ କରିବା
							ഉദാഹരണം : 
							ପ୍ରସବ ବେଦନା ବାଞ୍ଝ କି ଜାଣେ
							
പര്യായപദങ്ങൾ : ବୁଝିବା
മറ്റ് ഭാഷകളിലേക്കുള്ള വിവർത്തനം :
Have firsthand knowledge of states, situations, emotions, or sensations.
I know the feeling!.അർത്ഥം : କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖିବା ମାତ୍ରେ ତାହା କିଏ ବା କଣ ବୋଲି ଜାଣିବା
							ഉദാഹരണം : 
							ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି
							
പര്യായപദങ്ങൾ : ଚିହ୍ନିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଭିଜ୍ଞ କିମ୍ବା ପରିଚିତ ହେବା
							ഉദാഹരണം : 
							ସଂସାରରେ ଯେକୌଣସି ବ୍ୟକ୍ତି ସବୁ ବିଷୟ ଭଲ ଭାବରେ ଜାଣନ୍ତି ନାହିଁ  ମୁଁ ଏବେ ଜାଣିଲି ଯେ ସେ  ଲେଖାପଢ଼ା ଜାଣେନାହିଁ
							
പര്യായപദങ്ങൾ : ଅଭିଜ୍ଞ ହେବା, ଜ୍ଞାନ ହେବା, ପରିଚିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
अभिज्ञ या परिचित होना।
मैंने अभी जाना कि वह पढ़ा-लिखा नहीं है।അർത്ഥം : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
							ഉദാഹരണം : 
							ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
							
പര്യായപദങ്ങൾ : ଚିହ୍ନିବା
മറ്റ് ഭാഷകളിലേക്കുള്ള വിവർത്തനം :
Be familiar or acquainted with a person or an object.
She doesn't know this composer.അർത്ഥം : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
							ഉദാഹരണം : 
							ଏହି ଖବର ଆପଣଙ୍କଦ୍ୱାରା ଜାଣିଲି  ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
							
പര്യായപദങ്ങൾ : ଅଙ୍ଗେ ନିଭେଇବା, ଅନୁଭବ କରିବା, ଉପଲବ୍ଧି କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
							ഉദാഹരണം : 
							ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
							
പര്യായപദങ്ങൾ : ଚିହ୍ନିବା
മറ്റ് ഭാഷകളിലേക്കുള്ള വിവർത്തനം :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।