അർത്ഥം : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
							ഉദാഹരണം : 
							୧୮୫୭ର ଜନଜାଗରଣ  ଧୀରେଧୀରେ ଯୁଦ୍ଧର ରୂପନେଲା
							
പര്യായപദങ്ങൾ : ଜାଗୃତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
							ഉദാഹരണം : 
							ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚେଇଁବା କ୍ରିୟା ବା ଭାବ
							ഉദാഹരണം : 
							ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
							
പര്യായപദങ്ങൾ : ଉଜାଗର
മറ്റ് ഭാഷകളിലേക്കുള്ള വിവർത്തനം :