അർത്ഥം : ଚିହ୍ନ, ସୂତ୍ର ଆଦିର ମାଧ୍ୟମରେ ବତାଇବା ବା ଖବର ଦେବା
							ഉദാഹരണം : 
							ଆପଣ କଣ ଏହି ଦୁଇ ସହର ମଧ୍ୟରେ ଥିବା ଦୂରତାକୁ କି.ମି.ରେ ବତାଇବେ?
							
പര്യായപദങ്ങൾ : ଜ୍ଞାତ କରାଇବା, ବତାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
							ഉദാഹരണം : 
							ରହିମ ଆଜି ଆସିବନି ବୋଲି ସେ କହିଲା
							
പര്യായപദങ്ങൾ : କହିବା, ବତେଇବା, ସୂଚନା ଦେବା, ସୂଚିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु, काम आदि के बारे में बताना।
उसने कहा कि रहीम आज नहीं आयेगा।അർത്ഥം : ଯାହା କାହାରି ମନରେ ନ ଥାଏ ତାକୁ ଜଣାଇ ତାଙ୍କ ମନମଧ୍ୟକୁ ଆଣିବା
							ഉദാഹരണം : 
							ମୁଁ ତାଙ୍କୁ ଜଣାଇଲି ଯେ ମୁଁ ସବୁ ଭୁଲିଯାଇଛି  ଜିଲ୍ଲାଧିକାରୀଙ୍କୁ ଘେରାଉକରି କୃଷକମାନେ ତାଙ୍କ ବିରୋଧର ସୂଚନା ଦେଲେ
							
പര്യായപദങ്ങൾ : ଜ୍ଞାତ କରିବା, ସୂଚନାଦେବା, ସୂଚିତକରିବା
മറ്റ് ഭാഷകളിലേക്കുള്ള വിവർത്തനം :