അർത്ഥം : ହାତ ବା କୌଣସି ଅନ୍ୟବସ୍ତୁଦ୍ୱାରା ପାଣି ଫିଙ୍ଗିବା
							ഉദാഹരണം : 
							ସେମାନେ ମାଛଧରିବାପାଇଁ ଛାଟୁଛନ୍ତି
							
പര്യായപദങ്ങൾ : ନିକ୍ଷେପକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା
							ഉദാഹരണം : 
							କୃଷକଟି ଖେତରେ ମଞ୍ଜି ବୁଣୁଛି
							
പര്യായപദങ്ങൾ : ବପନକରିବା, ବିକ୍ଷିପ୍ତକରିବା, ବୁଣିବା
മറ്റ് ഭാഷകളിലേക്കുള്ള വിവർത്തനം :