അർത്ഥം : ଚା ଗଛର ପତ୍ରଗୁଡ଼ିକୁ ପାଣିରେ ସିଝାଇ ଚିନି ଏବଂ ଦୁଧଆଦି ମିଶାଇ ତିଆରି କରାଯାଉଥିବା ପାନୀୟ
							ഉദാഹരണം : 
							ମଦୁମେହ ରୋଗୀ ବିନା ଚିନିରେ ଚା’ ପିଅନ୍ତି
							
പര്യായപദങ്ങൾ : ଚାହା
മറ്റ് ഭാഷകളിലേക്കുള്ള വിവർത്തനം :
चाय के पौधे की पत्तियों को पानी में उबालकर चीनी, दूध आदि मिलाकर बनाया हुआ पेय पदार्थ।
मधुमेह के रोगी बिना चीनी की चाय पीते हैं।അർത്ഥം : ଚା’ ଗଛଗୁଡ଼ିକର ଶୁଖିଲା ପତ୍ର ଯାହାକୁ ପାଣିରେ ମିଶାଇ ଏକ ପ୍ରସିଦ୍ଧ ପାନୀୟ ତିଆରି କରାଯାଏ
							ഉദാഹരണം : 
							ସେ ଦୋକାନରୁ ଏକ କିଲୋ ଚା’ ପତ୍ର କିଣିଲା
							
പര്യായപദങ്ങൾ : ଚା’ ପତ୍ର
മറ്റ് ഭാഷകളിലേക്കുള്ള വിവർത്തനം :